ଷ୍ଟ୍ରୋକ୍ ପରେ ମାନସିକ ସ୍ୱାସ୍ଥ୍ୟ: କେମିତି ସମ୍ଭାଳିବେ? | Post Stroke Mental Health | Dr Subhankar Swain
About this video
ବ୍ରେନ୍ ଷ୍ଟ୍ରୋକ୍ ପରେ ଜଣେ ବ୍ୟକ୍ତିଙ୍କର କର୍ମମୟ ଜୀବନ, ସାମାଜିକ ଜୀବନ ଏବଂ ପାରିବାରିକ ଜୀବନ ଏପଟସେପଟ ହୋଇଯାଏ। ପୀଡ଼ିତଙ୍କ ସହ ସେମାନଙ୍କର ପରିବାର ଲୋକ ଏକ ପ୍ରକାର ଭାଙ୍ଗିପଡ଼ନ୍ତି। ଏଭଳି ସ୍ଥିତିରେ ଉଭୟ ଷ୍ଟ୍ରୋକ ପୀଡ଼ିତ ଓ ସେମାନଙ୍କ ପରିବାର ନିଜକୁ କେମିତି ସମ୍ଭାଳିବେ? ଆସନ୍ତୁ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭଙ୍କର ସ୍ୱାଇଁ କ’ଣ କହୁଛନ୍ତି, ଜାଣିବା।