ଧଳାଛଉ କାହିଁକି ହୁଏ? କେମିତି କରିବେ ଚିକିତ୍ସା | Dr Manas Ranjan Puhan on Vitiligo in Odia | Treatment

Dr Manas Ranjan Puhan26 February 202111:2391K views

About this video

ଦେହରେ ଗାଢ଼ ଧଳାଛଉ ହେବା ଏକ ପ୍ରକାରର ଚର୍ମ ରୋଗ। କୁଷ୍ଠ ରୋଗ ସହ ଏହାର କୌଣସି ସମ୍ପର୍କ ନଥିଲେ ମଧ୍ୟ କହେ କେହି ଏହାକୁ ଧବଳ କୁଷ୍ଠ ବୋଲି ମଧ୍ୟ କହନ୍ତି। ଏହା ଶରୀର ପାଇଁ କୌଣସି ଅସୁବିଧା କରେ ନାହିଁ। ତେବେ ଅସୁନ୍ଦର ଦେଖାଯାଉଥିବା କାରଣରୁ ଲୋକେ ଏହାକୁ ନେଇ ଅଧିକ ଚିନ୍ତିତ ହୋଇପଡ଼ନ୍ତି। ଚିନ୍ତା କାରଣରୁ ମଧ୍ୟ ଧଳାଛଉ ଅଧିକ ବଢ଼ିବାରେ ଲାଗେ। ତେବେ ଧଳା ଛଉ କାହିଁକି ହୁଏ? କେମିତି ଏହାର ଚିକିତ୍ସା ହୁଏ? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।