ଆଣ୍ଠୁ ଗଣ୍ଠିବାତ କାହିଁକି ହୁଏ? | Knee Arthritis in Odia | Signs & Treatment | Dr Rajendra Sahoo
About this video
ବୟସ ବଢ଼ିଲେ ଆମ ଶରୀରର ହାଡ଼ଗୁଡ଼ିକ ଦୁର୍ବଳ ହୋଇଯାଏ। ଫଳରେ ବିଭିନ୍ନ ଗଣ୍ଠି ଜନିତ ସମସ୍ୟା ଦେଖାଯାଏ। ଆଣ୍ଠୁ ଗଣ୍ଠିବାତ, ଅଷ୍ଟିଓପୋରସିସ୍, ଅଷ୍ଟିଓଆର୍ଥ୍ରାଇଟିସ୍ ଇତ୍ୟାଦି। ତେବେ କାହିଁକି ହୁଏ ଆଣ୍ଠୁ ଗଣ୍ଠିବାତ ରୋଗ ଏହାର ଚିକିତ୍ସା କେମିତି ହୁଏ? ବିନା ସର୍ଜରିରେ ଗଣ୍ଠିବାତ ଯନ୍ତ୍ରଣାରୁ ଲାଘବ ମିଳିପାରିବ କି? ଏନେଇ କ’ଣ କହୁଛନ୍ତି ଡାକ୍ତର ରାଜେନ୍ଦ୍ର ସାହୁ ଆସନ୍ତୁ ଜାଣିବା।