ସୁସ୍ଥ ଶରୀର ପାଇଁ କେତେ କ୍ୟାଲୋରି ଆବଶ୍ୟକ? | Hariprasad Patnaik on need of Calories for our Body in Odia
Swasthya Plus Network25 July 202016:239.9K views
About this video
ମଣିଷ ବଞ୍ଚିବା ପାଇଁ କ୍ୟାଲୋରିର ଆବଶ୍ୟକତା ରହିଛି। ଏହା ଆମକୁ ଶକ୍ତି ଦେଇଥାଏ। ବିନା ଶକ୍ତିରେ ଶରୀରର କୋଷିକାଗୁଡ଼ିକ ମରିଯିବେ, ହୃତପିଣ୍ଡ ଏବଂ ଫୁସଫୁସ କାର୍ଯ୍ୟ କରିବା ବନ୍ଦ ହୋଇଯିବ ଏବଂ ଅନ୍ୟାନ୍ୟ ଅଙ୍ଗଗୁଡ଼ିକ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବେ ନାହିଁ। ଆମ ଦୈନିକ ଗ୍ରହଣ କରୁଥିବା ଖାଦ୍ୟ ଓ ପାନୀୟରୁ ଶରୀରକୁ ଏହି କ୍ୟାଲୋରି ମିଳିଥାଏ। କ୍ୟାଲୋରି ଅଧିକ ହେଲେ ଏବଂ ଶାରୀରିକ ପରିଶ୍ରମ କମ ହେଲେ ଆମ ଶରୀରରେ ମେଦ ବହୁଳତା ବା ମୋଟାପଣ ଦେଖାଯାଏ। ତେବେ ସୁସ୍ଥ ଏବଂ ସତେଜ ରହିବା ପାଇଁ ଆମକୁ କେତେ କ୍ୟାଲୋରି ଆବଶ୍ୟକ? ଆସନ୍ତୁ ଜାଣିବା ଏନେଇ କ'ଣ କହୁଛନ୍ତି ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ତଥା କରୋଟେ କୋଚ୍ ହରିପ୍ରସାଦ ପଟ୍ଟନାୟକ।