ରକ୍ତ କର୍କଟ ଲିମ୍ଫୋମା: କାରଣ, ଲକ୍ଷଣ ଓ ଚିକିତ୍ସା | Blood Cancer Lymphoma in Odia | Dr Satarupa Mohapatra

Dr Satarupa Mohapatra16 November 202311:258.5K views

About this video

ଲିମ୍ଫୋମା ହେଉଛି ଏକ ପ୍ରକାର ରକ୍ତ କର୍କଟ, ଯାହା ଲିମ୍ଫ ନୋଡ୍‌ରେ ହୋଇଥାଏ। ଆସନ୍ତୁ ହେମାଟୋଲୋଜିଷ୍ଟ ଡାକ୍ତର ସତରୂପା ମହାପାତ୍ରଙ୍କଠାରୁ ଜାଣିବା ଲିମ୍ଫୋମା ବିଷୟରେ।