ଦେହ ସାରା ଯନ୍ତ୍ରଣା ହେବାର କାରଣ | Fibromyalgia/ Fibrositis in Odia | Prof Dr Jyoti Ranjan Parida
About this video
ଫାଇବ୍ରୋମାୟାଲଜିଆ ଏକ ପ୍ରକାର ସମସ୍ୟା, ଯେଉଁଥିରେ ସାରା ଦେହ ହାତ ଯନ୍ତ୍ରଣା ଲାଗି ରହେ। ତେବେ ଏହା କେତେ ସାଧାରଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ବିଶିଷ୍ଟ ରୁମାଟୋଲୋଜିଷ୍ଟ ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।