Skip to main content

ମହିଳାଙ୍କଠାରେ କାହିଁକି ବଢ଼ୁଛି ପିଏମ୍‌ଓଏସ୍‌ (ପିସିଓଏସ୍) ସମସ୍ୟା? | PMOS/ PCOS in Odia | Dr Sweekruti Jena

Dr Sweekruti Jena12 September 20267:47483 views

About this video

ପିଏମ୍‌ଓଏସ୍‌ (ପିସିଓଏସ୍) ବା ପଲିଏଣ୍ଡୋକ୍ରାଇନ୍ ମେଟାବୋଲିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ହେଉଛି ଏକ ହରମୋନ୍ ଜନିତ ସମସ୍ୟା। ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କଠାରେ ପିଏମ୍‌ଓଏସ୍‌ ସମସ୍ୟା ଦେଖିବାକୁ ମିଳୁଛି। ଏହି ସମସ୍ୟା ଥିଲେ ମହିଳାଙ୍କ ଋତୁଚକ୍ରରେ ଅନିୟମିତତା ଦେଖାଦିଏ, ମାସ ମାସ ପର୍ଯ୍ୟନ୍ତ ଋତୁସ୍ରାବ ବନ୍ଦ ହୋଇଯାଏ କିମ୍ବା ଋତୁଚକ୍ର ଶୀଘ୍ର ହୋଇଥାଏ। ତେବେ ପିଏମ୍‌ଓଏସ୍‌ ପ୍ରଜନନ କ୍ଷମତାକୁ କିପରି ପ୍ରଭାବିତ କରେ? ପିଏମ୍‌ଓଏସ୍‌ର ଚିକିତ୍ସା କ’ଣ? ଆସନ୍ତୁ, ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସ୍ୱୀକୃତି ଜେନାଙ୍କଠାରୁ ଏନେଇ ଅଧିକ ଜାଣିବା।