କୋଭିଡ୍ ଚିହ୍ନାଇବ ଆର୍ଟିପିସିଆର୍ ଟେଷ୍ଟ । Dr Khirod Kumar Rout on RT-PCR and Antigen Test in Odia
About this video
କେତେବେଳେ ଜଣେ କୋଭିଡ୍ ପରୀକ୍ଷା କରିବେ? କୋଭିଡ୍ରୁ ସୁସ୍ଥ ହେବା ପରେ ପୁଣି ଆର୍ଟିପିସିଆର୍ ଟେଷ୍ଟ ଆବଶ୍ୟକ କି? ଏସମସ୍ତ ପ୍ରଶ୍ନକୁ ବିସ୍ତୃତ ଭାବେ କହିଛନ୍ତି ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍ଥ ବିଶ୍ଵବିଦ୍ୟାଳୟର କୁଳସଚିବ ଡାକ୍ତର କ୍ଷୀରୋଦ କୁମାର ରାଉତ। When should the COVID19 test be done? Should we need RT-PCR Test again after recovering from COVID-19? Let's find out what Dr Khirod Kumar Rout, Registrar of the Asian Institute Of Public Health (AIPH University) has to say.