ପିରିୟଡ୍‌ସ ବେଳେ ଯନ୍ତ୍ରଣା ହେଲେ ପେନ୍‌କିଲର ଖାଇବା ଠିକ୍‌? | Pain Killer during Period Pain | Dr Alakta Das

Dr Alakta Das17 October 20213:0128K views

About this video

ପିରିୟଡ୍‌ସ ସମୟରେ ପ୍ରତ୍ୟେକ ମହିଳା କିଛି ନା କିଛି ଯନ୍ତ୍ରଣା, ଯେପରିକି ପେଟ ବ୍ୟଥା ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏହି ସମୟରେ ମହିଳାମାନେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କେତେକ ପେନ୍‌କିଲରର ସାହାରା ନେଇଥାଆନ୍ତି। ତେବେ ପେନ୍‌କିଲର ଖାଇବା କେତେ ସୁରକ୍ଷିତ? ଏହାଦ୍ୱାରା କୌଣସି ପାର୍ଶ୍ୱପ୍ରତିକ୍ରିୟା ହୋଇଥାଏ କି? ଏନେଇ କ’ଣ କହୁଛନ୍ତି ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲ୍‌କତା ଦାସ, ଆସନ୍ତୁ ଜାଣିବା। Menstrual Cycle is a difficult part for any woman, but the pain increases, even more, when some women feel severe pain and stretch in the abdomen during menstruation. Many times women take pain killers to get relief from this. Is it ok to take Painkillers during periods? Find out more from Dr Alakta Das, a Gynaecologist.