ଡାଏବେଟିସ୍‌କୁ କଣ୍ଟ୍ରୋଲ କେମିତି କରିବେ? | How to Control Diabetes? in Odia | Swati Mohanty

Swati Mohanty19 July 20225:424.2K views

About this video

ବର୍ତ୍ତମାନ ସମୟରେ ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟ ଡାଏବେଟିସ୍‌ର ଏକ କାରଣ ହୋଇପାରେ। ମଧୁମେହକୁ ନିୟନ୍ତ୍ରଣ କରିବାର ଏକ ଉପାୟ ହେଉଛି ସଠିକ ଖାଦ୍ୟପେୟ। ଯାହା ଆମେ ଖାଉଛେ, ତାହା ଆମରରକ୍ତ ଶର୍କରାକୁ ପ୍ରଭାବିତ କରିଥାଏ। ତେଣୁ ସଠିକ ଡାଏଟ୍‌ ଡାଏବେଟିସ୍‌କୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଆସନ୍ତୁ ଡାଏଟିସିଆନ୍‌ ସ୍ୱାତୀ ମହାନ୍ତିଙ୍କଠାରୁ ଏନେଇ ଅଧିକ ଜାଣିବା।