ରକ୍ତହୀନତା- କିପରି କରିବେ ଦୂର? । Dr Sini S Venugopal on Anemia in Odia
About this video
ଶରୀରରେ ଲୋହିତ ରକ୍ତ କଣିକାର ଅଭାବକୁ ରକ୍ତହୀନତା ବା ଆନିମିଆ କୁହାଯାଏ। ଜଣେ ମହିଳାଙ୍କଠାରେ ହିମୋଗ୍ଲୋବିନ୍ ସ୍ତର ୧୨ଗ୍ରାମ୍ରୁ କମ୍ ଥିଲେ ମହିଳା ରକ୍ତହୀନତାର ଶିକାର ବୋଲି ଧରାଯାଏ। ତେବେ ରକ୍ତହୀନତାର କାରଣ କ’ଣ? ଗର୍ଭାବସ୍ଥାରେ ରକ୍ତର ଅଭାବ ମା’ ଓ ଶିଶୁ ପାଇଁ କେତେ କ୍ଷତିକାରକ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସିନି ଏସ୍ ଭେନୁଗୋପାଲ କ’ଣ କହୁଛନ୍ତି, ଜାଣନ୍ତୁ।