ଡାଏବେଟିସ୍‌ରେ କୋଲେଷ୍ଟ୍ରୋଲ ବଢ଼ିଗଲେ: କ’ଣ କରିବେ? | Diabetes & High Cholesterol, Odia | Dr Madhusmita Sahu

Dr Madhusmita Sahu12 April 20255:3036K views

About this video

ଡାଏବେଟିସ୍‌ ରୋଗୀଙ୍କଠାରେ କୋଲେଷ୍ଟ୍ରୋଲ ବଢ଼ିବାର ଆଶଙ୍କା ଅଧିକ ଥାଏ ଏବଂ କୋଲେଷ୍ଟ୍ରୋଲ୍‌ ସ୍ତର ବୃଦ୍ଧି ହୋଇଗଲେ ହୃଦ୍‌ରୋଗ ଭଳି ସମସ୍ୟା ଉପୁଜିପାରେ। ଡାଏବେଟିସ୍‌ ରୋଗୀ ନିଜ କୋଲେଷ୍ଟ୍ରୋଲ ସ୍ତର କିପରି ନିୟନ୍ତ୍ରଣ ରଖିବେ? ଆସନ୍ତୁ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।