ଅଧିକ ଓଜନକୁ ନେଇ ଚିନ୍ତିତ କି? | Worried About Gaining Weight? in Odia | Sushree Tapaswini Das

Sushree Tapaswini Das12 June 202216:0832K views

About this video

ମେଦବହୁଳତା ଆଜିକାଲିର ସବୁଠାରୁ ସାଧାରଣ ସମସ୍ୟା। ଛୋଟଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କଠାରେ ମେଦବହୁଳତା ଭଳି ସମସ୍ୟା ଦେଖାଦେଇଥାଏ। ଆସନ୍ତୁ ମେଦବହୁଳ ବ୍ୟକ୍ତିଙ୍କର ଡାଏଟ୍‌ କେମିତି ହେବା ଆବଶ୍ୟକ, ସେ ବିଷୟରେ କ’ଣ କହୁଛନ୍ତି ଡାଏଟିସିଆନ୍‌ ସୁଶ୍ରୀ ତପସ୍ୱିନୀ ଦାସ, ଆସନ୍ତୁ ଜାଣିବା।