ସୁସ୍ଥ ଓ ମଜଭୁତ କେଶ ପାଇଁ ଡାଏଟ୍ | Diet for Strong & Healthy Hair in Odia | Smita Shadangi
About this video
ସୁସ୍ଥ ଓ ମଜଭୁତ କେଶ କାହାର ବା ନ ଇଛା। ହେଲେ ଏଥିପାଇଁ ଡାଏଟ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଡାଏଟିସିଆନ୍ ସ୍ମିତା ଷଡ଼ଙ୍ଗୀଙ୍କଠାରୁ ସୁସ୍ଥ କେଶ ପାଇଁ ଡାଏଟ୍ କେମିତି ହେବା ଦରକାର, ଜାଣିବା।