ଶୀତଦିନେ ଶିଶୁଙ୍କର କେମିତି ନେବେ ଯତ୍ନ? | Winter Care Tips for Babies in Odia | Dr Kanhu Panda
About this video
ଖାସ୍କରି ଶୀତଦିନ ଶିଶୁଙ୍କର ଯତ୍ନ ନେବା ନିହାତି ଜରୁରୀ। କାରଣ ଅତ୍ୟଧିକ ଶୀତ ଯୋଗୁଁ ପିଲାମାନଙ୍କୁ ହାଇପୋଥର୍ମିଆ ହେବାର ଆଶଙ୍କା ଅଧିକ ଥାଏ। ତେବେ ଶିଶୁଙ୍କର ଯତ୍ନ କିପରି ନେବେ? ଆସନ୍ତୁ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଜାଣନ୍ତୁ। It is important to take care of the baby, especially in the winter. Because of the extreme cold, children are more likely to develop hypothermia. So how do you take care of a baby? Let's find out more from Dr Kahnu Panda, a Paediatrician.