ପିଲାଙ୍କୁ ଲିଭର ଜଣ୍ଡିସ୍: କେମିତି ଭଲ ହେବ? | Liver Jaundice in Children, in Odia| Dr Ananta Kumar Agasti
About this video
ଲିଭର ଜଣ୍ଡିସ୍ ହେଲେ ଆଖିର ଧଳାଭାଗ, ଜିଭ, ହାତ ପାଦ ଆଦି ହଳଦିଆ ପଡ଼ିଯାଏ, ଏହାଛଡ଼ା ଭୋକ ମଧ୍ୟ ଲାଗିନଥାଏ। ହେଲେ ଛୋଟ ପିଲାଙ୍କଠାରେ ଲିଭର ଜଣ୍ଡିସ୍ ହୋଇଥାଏ କି? ପିଲାଙ୍କୁ ଜଣ୍ଡିସ୍ ହେଲେ କେମିତି ଭଲ ହେବ? ଏନେଇ କ’ଣ କହୁଛନ୍ତି ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଅନନ୍ତ କୁମାର ଅଗସ୍ତି, ଆସନ୍ତୁ ଜାଣିବା।