ଡାଏବେଟିସ୍ ରୋଗୀଙ୍କ ପାଦରେ ଘା’: କାରଣ କ’ଣ? | Diabetic Foot Ulcers, in Odia | Dr Madhusmita Sahu

Dr Madhusmita Sahu29 April 20259:008.1K views

About this video

ଅନିୟନ୍ତ୍ରିତ ଡାଏବେଟିସ୍‌ ଯୋଗୁଁ ପାଦରେ ଅଲସର ବା ଘା’ ହେବାର ସମ୍ଭାବନା ଅଧିକ ଥାଏ। ବେଳେ ବେଳେ ପାଦ କାଟିବାର ବି ଆବଶ୍ୟକ ପଡ଼ିପାରେ। ଆସନ୍ତୁ ଜାଣିବା, ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଡାଏବେଟିସ୍‌ ରୋଗୀ ପାଦର ଯତ୍ନ କିପରି ନେବେ?