ବାରମ୍ବାର ପରିସ୍ରା ଲାଗୁଛି କି? | Causes of Frequent Urination in Odia | Dr Priyabrata Das

Dr Priyabrata Das3 October 20212:42358K views

About this video

ଦିନରେ ୫ରୁ ୬ ଥର ପରିସ୍ରା ଯିବା ସାଧାରଣ କଥା। କିନ୍ତୁ, ବାରମ୍ବାର ପରିସ୍ରା ଯିବା ଯୋଗୁଁ ଯଦି ଆପଣଙ୍କ ଦୈନନ୍ଦିନ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି, ତେବେ ଏହା ଚିନ୍ତାର ବିଷୟ। ତେବେ ଦିନକୁ କେତେ ଥର ପରିସ୍ରା ଯିବା ସାଧାରଣ ଓ କେତେବେଳେ ଏହା ରୋଗର ସଙ୍କେତ। ଆସନ୍ତୁ ଜାଣିବା କ’ଣ କହୁଛନ୍ତି ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟବ୍ରତ ଦାସ। It is common to urinate 5 to 6 times a day. But, if frequent urination is causing problems in your daily routine, it is a matter of concern. So how many times a day is it normal to urinate? When it is a sign of illness? Let's know more from Dr Priyabrata Das, a Urologist.