ଯୁବାବସ୍ଥାରେ ଆଣ୍ଠୁ ଗଣ୍ଠି ସମସ୍ୟା | Knee Pain at Young Age, in Odia | Dr Chandan Kumar Panda
About this video
ବର୍ତ୍ତମାନ ସମୟରେ ଯୁବାବସ୍ଥାରେ ଆଣ୍ଠୁ ବ୍ୟଥା ହେବା, ଆଣ୍ଠୁ ଦରଜ ହେବା ଭଳି ସମସ୍ୟା ଦେଖାଦେଉଛି। ଏହାର କାରଣ ହେଉଛି ସଠିକ୍ ଡାଏଟ୍ର ଅଭାବ ଓ ବର୍ତ୍ତମାନର ଜୀବନଶୈଳୀ। ଆସନ୍ତୁ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଚନ୍ଦନ କୁମାର ପଣ୍ଡାଙ୍କଠାରୁ ଜାଣିବା ଯୁବାବସ୍ଥାରେ କାହିଁକି ବଢ଼ୁଛି ଆଣ୍ଠୁଗଣ୍ଠି ସମସ୍ୟା। ଏହାକୁ ଏଡ଼ାଇବା କିପରି?