ସୁସ୍ଥ ହାର୍ଟ ପାଇଁ ଜୀବନଶୈଳୀର ଭୂମିକା | Healthy lifestyle for Healthy Heart | Dr Mahendra Tripathy

Dr Mahendra Tripathy15 October 20215:1425K views

About this video

ୟୁରୋପିଆନ୍‌ ଦେଶ ତୁଳନାରେ ଭାରତରେ ହୃଦ୍‌ରୋଗୀଙ୍କ ସଂଖ୍ୟା ବେଶୀ। ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ଛଣାଛଣି ଖାଦ୍ୟର ଅଧିକ ସେବନ, ଶାରୀରିକ ପରିଶ୍ରମର ଅଭାବ ତଥା ମଧୁମେହ ଓ ଉଚ୍ଚ ରକ୍ତଚାପ ଯୋଗୁଁ ହୃଦ୍‌ ଜନିତ ସମସ୍ୟା ଅଧିକ ଦେଖାଦେଉଛି। ତେବେ କ’ଣ କଲେ ହୃଦ୍‌ରୋଗ ହେବାର ଆଶଙ୍କା କମିବ? ଏନେଇ ଆସନ୍ତୁ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କଠାରୁ ଅଧିକ ଜାଣିବା। India has a higher incidence of heart disease than European countries. Unhealthy lifestyles, high consumption of strained food, lack of physical exertion, and heart problems are more common due to diabetes and high blood pressure. So what to do to reduce your risk of heart disease? Let's find out more from Dr Mahendra Prasad Tripathy, a Cardiologist.