ସ୍ତନ କର୍କଟକୁ ଚିହ୍ନିବେ କେମିତି? | Breast Cancer in Odia | Diagnosis & Prevention | Dr Amitabh Jena

Dr Amitabh Jena14 February 20237:126.0K views

About this video

ସ୍ତନ କର୍କଟକୁ ଆଗୁଆ ଚିହ୍ନିପାରିଲେ ଆମେ ଏହାର ଜଟିଳତାକୁ ରୋକିପାରିବା। ତେଣୁ ନିୟମିତ ବ୍ୟବଧାନରେ ସ୍ତନର ପରୀକ୍ଷା ନିଜେ କରନ୍ତୁ। ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା ବିଶିଷ୍ଟ କ୍ୟାନ୍‌ସର ସର୍ଜନ ଡାକ୍ତର ଅମିତାଭ ଜେନାଙ୍କଠାରୁ।