ହାର୍ଟକୁ ସୁସ୍ଥ ରଖିବେ କେମିତି? | Healthy Heart Tips in Odia | Dr SK Narayan Dash

Dr SK Narayan Dash3 January 20238:394.9K views

About this video

ଆଧୁନିକ ଜୀବନଶୈଳୀ, ଖାଦ୍ୟପେୟ ତଥା ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଆଜିକାଲି କମ୍‌ ବୟସରେ ହୃଦ୍‌ଘାତ ଦେଖାଦେଉଛି। ତେଣୁ ଏହାର ନିରାକରଣ କରିବା ନିହାତି ଜରୁରୀ। ଆସନ୍ତୁ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ସୁଏନ୍ଦୁ କେଶରୀ ନାରାୟଣ ଦାଶଙ୍କଠାରୁ ହାର୍ଟର ଯତ୍ନ ବା ହାର୍ଟକୁ ସୁସ୍ଥ ରଖିବେ କେମିତି ଜାଣିବା।