ଡାଏବେଟିସ୍‌ ନିୟନ୍ତ୍ରଣ ପାଇଁ ୩ଟି ଫମୂର୍ଲା | 3 Formulas to Control Diabetes in Odia | Dr Sambit Das

Dr Sambit Das14 November 20212:277.2K views

About this video

ବିଶ୍ୱ ମଧୁମେହ ଦିବସ (ୱାର୍ଲ୍ଡ ଡାଏବେଟିସ୍‌ ଡେ')। ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ଵ ମଧୁମେହ ଦିବସ ଭାବେ ପାଳନ କରାଯାଏ। ଏହି ରୋଗ ବାବଦରେ ଜନସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ। ନାନା ରୋଗର ମୂଳ କାରଣ ହେଉଛି ମଧୁମେହ। ତେଣୁ ମଧୁମେହକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ। ତେବେ ଡାଏବେଟିସ୍‌କୁ ନିୟନ୍ତ୍ରଣ କରିବା ପାଇଁ ୩ଟି ଫର୍ମୂଲା ବିଷୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସମ୍ବିତ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Every year, November 14 is celebrated as ‘World Diabetes Day'. The main goal of the day is to raise awareness about the disease. Diabetes is one of the most serious problems in the world. It is almost impossible to fully recover from diabetes. However, if we control it, we can avoid various chronic diseases such as heart attacks, high blood pressure. What are the 3 formulas for controlling diabetes? Let's know from Dr Sambit Das, an Endocrinologist.