ଗର୍ଭାଶୟରେ ଟ୍ୟୁମର (ଫାଇବ୍ରଏଡସ) କାହିଁକି ହୁଏ? | Dr GSS Mohapatra on Uterine Fibroids in Odia

Dr GSS Mohapatra19 October 202010:4282K views

About this video

ମହିଳାଙ୍କ ଗର୍ଭାଶୟରେ ହେଉଥିବା ଟ୍ୟୁମରକୁ ଫାଇବ୍ରଏଡସ ବୋଲି କୁହାଯାଏ। ସାଧାରଣତଃ ଏହି ଟ୍ୟୁମର କ୍ୟାନସର ସୃଷ୍ଟି କରିନଥାଏ। ହେଲେ ଠିକ୍ ସମୟରେ ଫାଇବ୍ରଏଡସର ଚିକିତ୍ସା କରାନଗଲେ ଏହା କ୍ୟାନସରର ରୂପ ନେଇପାରେ। ତେବେ ଫାଇବ୍ରଏଡସ କାହିଁକି ହୁଏ? ଏହାକୁ ଚିହ୍ନିବେ କେମିତି? ଆସନ୍ତୁ ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜିଏସଏସ ମହାପାତ୍ରଙ୍କଠାରୁ ଫାଇବ୍ରଏଡସ ବିଷୟରେ ଅଧିକ ଜାଣିବା।