କୋଭିଡ୍ ବେଳେ କିଭଳି ସମୟ କାଟୁଛନ୍ତି ଦିବ୍ୟାଙ୍ଗ ପିଲା? | Open Learning Systems (OLS), Bhubaneswar

Swasthya Plus Network25 June 20213:151.0K views

About this video

କରୋନା ସମୟରେ ଭୁବନେଶ୍ୱରରେ ଥିବା ଓପନ ଲର୍ଣ୍ଣିଂ ସିଷ୍ଟମସ (ଓଏଲ୍‌ଏସ୍‌)ରେ ଦିବ୍ୟାଙ୍ଗ ପିଲାମାନେ କିଭଳି ସମୟ ବିତାଉଛନ୍ତି ସେ ସମ୍ପର୍କରେ ଆସନ୍ତୁ ଜାଣିବା। କରୋନା ପ୍ରତି ବେଶ୍ ସଚେତନ ଏଠାରେ ଥିବା ଦିବ୍ୟାଙ୍ଗ ଭାଇ ଭଉଣୀ। ଏଠି ଦିବ୍ୟାଙ୍ଗ ପିଲାମାନେ ପାଠପଢ଼ିବା ସହିତ ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରୁଛନ୍ତି। ଖେଳକୁଦ ସହିତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଆଜି କରୋନା ଲଢ଼େଇରେ ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ଆଗକୁ ଆସି ଭିନ୍ନ ଭିନ୍ନ ବାଗରେ ସେବା ଓ ସହାୟତାର କାମ କରିଚାଲିଛନ୍ତି । ଯଦି ଆପଣ ସେଭଳି କିଛି କାମ, କାହାର ଅନୁଭୂତି ବା କାହାଣୀକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଥାନ୍ତି, ତେବେ ଆମକୁ ଜଣାନ୍ତୁ। ଆମ ହ୍ୱାଟସଆପ୍ ନମ୍ବର 9040841944 ରେ ଯୋଗାଯୋଗ କରନ୍ତୁ। Let’s find out how children with disabilities are spending time at Open Learning Systems (OLS) in Bhubaneswar during the pandemic. At OLS, children are learning as well as getting vocational training. They play a variety of sports and are involved in various activities. In these trying times, children at OLS are protecting themselves and others by following COVID appropriate behaviour such as regular hand washing, wearing masks, and maintaining physical distance. Many New Paths (Kete Nua Bata), in its second season, is a joint media advocacy campaign by OdishaLIVE and Swasthya Plus focused on children & young people during COVID-19. The Many New Paths campaign is supported by UNICEF, India. Government of Odisha’s initiative ‘Mo College’ is the Knowledge Partner for the campaign.