ମାନସିକ ଉଦ୍ବେଗ ରୋଗ କ'ଣ? | Dr Nidhi Garg on Anxiety Disorders: Causes, Symptoms & Treatment, in Odia
About this video
ଏଙ୍ଗଜାଇଟି ବା ମାନସିକ ଉଦବେଗ ରୋଗ। ଏହା ଏମିତି ଏକ ରୋଗ ଯେଉଁଥିରେ ରୋଗୀ ଅଧିକା ଚିନ୍ତା କରିଥାଏ। ଏହି ଚିନ୍ତା ଏତେ ବଢ଼ିଯାଇ ଥାଏ କି ଏହା ଦୈନିକ ଜୀବନରେ ଦଖଲ ଦିଏ। ଫଳରେ ରୋଗୀଠାରେ ଛାନିଆ ଓ ବ୍ୟସ୍ତତା ସବୁବେଳେ ଲାଗି ରହେ। ଆସନ୍ତୁ ବିଶିଷ୍ଟ ମନୋବିଜ୍ଞାନୀ ଡାକ୍ତର ନିଧି ଗର୍ଗଙ୍କ ଠାରୁ ମାନସିକ ଉଦବେଗ ରୋଗ ବା ଏଙ୍ଗଜାଇଟି ବିଷୟରେ ଅଧିକ ଜାଣିବା, ଏହି ଭିଡିଓରେ ରହିଛି