କାନ କେମିତି ସଫା କରିବେ? | How to Clean your Ears? in Odia | Dr Rohit Agrawala

Dr Rohit Agrawala7 November 20236:1034K views

About this video

ଅଧିକାଂଶ ଲୋକ କାନ କୁଣ୍ଡାଇବା ପାର୍ଇ ହେଉ ବା କାନକୁ ସଫଶ କରିବା ପାଇଁ କାନରେ କାଠି, ଚାବି ଆଦି ଭର୍ତ୍ତି କରିଥାଆନ୍ତି, ଯାହା କାନ ପରଦା ପାଇଁ ଖରାପ। କାନକୁ ସଫା କରିବା ପାଇଁ କ’ଣ କରିବେ? ଆସନ୍ତୁ କର୍ଣ୍ଣ ନାଶା ଗଳା ବିଭାଗର ଡାକ୍ତର ରୋହିତ ଅଗ୍ରଓ୍ୱାଲଙ୍କଠାରୁ ଜାଣିବା।