କୌଣସି ସର୍ଜରି ହୋଇଥିଲେ COVID ଟିକା ନେଇ ହେବ କି? | Odia Vaccine Fact Check – Dr E Venkata Rao

Dr E Venkata Rao18 July 20211:271.5K views

About this video

ସାରା ଦେଶରେ ଏବେ ବି ଜାରି ରହିଛି କୋଭିଡ୍‌ ଟିକାକରଣ। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ମଧ୍ୟ ଲୋକଙ୍କ ମନରେ ବିଭିନ୍ନ ଦ୍ୱନ୍ଦ୍ୱ ରହିଛି। ତେବେ କୌଣସି ବଡ଼ ଧରଣର ସର୍ଜରି ହୋଇଥିଲେ କୋଭିଡ୍‌-୧୯ ଟିକା ନେଇ ହେବ କି ନାହିଁ, ସେ ବିଷୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ ବିଭାଗର ପ୍ରଫେସର ଡାକ୍ତର ଇ ଭେଙ୍କେଟ୍‌ ରାଓ କ’ଣ କହୁଛନ୍ତି, ଜାଣନ୍ତୁ। COVID Vaccination drive is going on across the country to fight against COVID infection, but there are many things related to vaccine and vaccination, about which people have different views. So let's know Can anyone take covid vaccine after surgery from Dr E Venkata Rao, Professor of Community Medicine.