କାହିଁକି ହୋଇଥାଏ ସୋରିଆସିସ୍‌ - କେମିତି ଭଲ ହେବ? | Dr T Sundar Sahoo on Psoriasis in Odia | Causes & Care

Dr T Sundar Sahoo29 October 20219:4724K views

About this video

ସୋରିଆସିସ୍‌ ଏକ ପ୍ରକାର ଆଲର୍ଜି ରୋଗ। ଭିନ୍ନ ଭିନ୍ନ ଲୋକଙ୍କର ଶରୀରର ଭିନ୍ନ ଭିନ୍ନ ସ୍ଥାନରେ ଏହା ହୋଇପାରେ। ଏହା ହେଉଛି ଅଟୋ ଇମ୍ୟୁନ୍‌ ରୋଗ। ୫ରୁ ୧୦ ପ୍ରତିଶତ କ୍ଷେତ୍ରରେ ଏହା ବଂଶଗତ କାରଣ ଯୋଗୁଁ ମଧ୍ୟ ହୋଇପାରେ। ବିଶ୍ୱ ସୋରିଆସିସ୍‌ ଦିବସ ଅବସରରେ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଟି ସୁନ୍ଦର ସାହୁଙ୍କଠାରୁ ସୋରିଆସିସ୍‌ର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ଅଧିକ ଜାଣିବା।