ବ୍ରଣ: କେମିତି ଭଲ ହେବ? | Acne/ Pimples: How to Treat? in Odia | Dr Dillip Kumar Behera
About this video
ଚର୍ମଜନିତ ସମସ୍ୟା ମଧ୍ୟରେ ବ୍ରଣ ହେଉଛି ସବୁଠାର ସାଧାରଣ ସମସ୍ୟା। ଏହାମୁହଁ, ପିଠି, କାନ୍ଧ, ପିଠି ଏବଂ ପିଚା ଭଳି ସ୍ଥାନରେ ହୋଇଥାଏ। ଏହାର ବିଭିନ୍ନ କାରଣ ଥାଏ। ଏହି ଭିଡିଓରେ ବ୍ରଣର ଚିକିତ୍ସା ସମ୍ପର୍କରେ କହିଛନ୍ତି ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ କୁମାର ବେହେରା, ଆସନ୍ତୁ ଜାଣିବା।