ଭଲ ନିଦ କେମିତି ହେବ? | How to Sleep Better? in Odia | Dr Satyakam Mohapatra
About this video
ଏକ ସୁସ୍ଥ ଶରୀର ପାଇଁ ୮ ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ। ଖାଲି ଶରୀର ନୁହେଁ, ମାନସିକ ଶାନ୍ତି ପାଇଁ ଭଲ ନିଦର ଆବଶ୍ୟକତା ରହିଛି। ମାତ୍ର ଅଧିକାଂଶ ଲୋକଙ୍କୁ ନିଦ ଆସେ ନାହିଁ ଓ ସେମାନେ ସାରା ରାତି ଚାହିଁ ରହନ୍ତି। ଏହାସହ ରାତିରେ ଭଲ ନିଦ ନ ହେଲେ ଏହାର କୁପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। ତେବେ ଭଲ ନିଦରେ କେମିତି ଶୋଇବେ। ଏନେଇ ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି, ଜାଣିବା। World sleep day is observed on the 18th of March every year. We often take sleep for granted and underestimate the impact sleep can have on our overall health. Eight hours of sleep is said to be the minimum an adult needs to lead a healthy lifestyle. Most individuals are often used to unhealthy sleep patterns - sleeping late & burning the midnight oil. World sleep day is celebrated to spread awareness about various sleep problems and to motivate everyone to sleep well and stop taking their sleep for granted! Let us find out more about healthy sleep habits, also known as sleep hygiene from Dr Satyakam Mohapatra, a Neuropsychiatrist.