ପିଲାଙ୍କଠାରେ କୃମି ହେଲେ କ’ଣ କରିବେ? | Deworming in Children (in Odia) | Dr Kanhu Panda
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଛୋଟ ପିଲାଙ୍କଠାରେ କୃମି ଦୋଷ ଏକ ସାଧାରଣ ସମସ୍ୟା। କୃମି ଦୋଷ ଯୋଗୁଁ ପିଲାକୁ ଭୋକ ଲାଗିନଥାଏ, ପେଟ କାଟିବା, ଜ୍ୱର ହେବା ଭଳି ଲକ୍ଷଣ ଦେଖାଦେଇଥାଏ। ତେବେ କୃମି ହେବାର କାରଣ କ’ଣ? ଏହାର ଚିକିତ୍ସା କେମିତି ହୁଏ ଓ ଏହାକୁ ରୋକିବେ କିପରି? ସେନେଇ ଆସନ୍ତୁ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଜାଣିବା। Worm Infections are very common in children. Common symptoms include children losing their appetite, swelling or pain in the stomach, fevers, etc. But what is the cause of Worm Infections? Let’s know more from Dr Kanhu Panda, a Paediatrician.