ଡିପ୍‌ଥେରିଆ: କାରଣ, ଲକ୍ଷଣ ଓ ଚିକିତ୍ସା | Diphtheria: Causes & Treatment, Odia | Dr Janaki Ballav Pradhan

Dr Janaki Ballav Pradhan29 June 20247:363.2K views

About this video

ଡିପ୍‌ଥେରିଆ ହେଉଛି ବ୍ୟାକ୍ଟେରିଆ ଜନିତ ରୋଗ। ପ୍ରାୟତଃ ଶିଶୁମାନଙ୍କଠାରେ ଏହି ରୋଗ ହୋଇଥାଏ। ଯଦିସଠିକ୍‌ ସମୟରେ ରୋଗ ଚିହ୍ନଟକରି ଚିକିତ୍ସା କରାଗଲେ ଶିଶୁ ସୁସ୍ଥହୋଇପାରିଥାଏ। ଆସନ୍ତୁ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଜାନକୀ ବହ୍ଲବ ପ୍ରଧାନଙ୍କଠାରୁ ଡିପ୍‌ଥେରିଆର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।