ଫାଳିକିଆ ମୁଣ୍ଡ ବିନ୍ଧୁଛି କି? | Migraine: Severe Headache on One Side in Odia | Dr Akash Gupta
About this video
ବର୍ତ୍ତମାନ ସମୟରେ ଅଧକପାଳୀ ଏକ ସାଧାରଣ ସମସ୍ୟା, ଯାହା ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି। ମାଇଗ୍ରେନ ବା ଅଧକପାଳୀ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଭାବେ ଉଭା ହୋଇଛି। ତେବେ ମାଇଗ୍ରେନ୍ ହେବାର କାରଣ କ’ଣ? ଏହାର ନିରାକରଣ କେମିତି କରିବେ? ଏନେଇ ବିଶିଷ୍ଟ ମସ୍ତିଷ୍କ ରୋଗ ବିଶେଷଜ୍ଞ ଡାକ୍ତର ଆକାଶ ଗୁପ୍ତା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।