ସେବୋରିକ୍‌ ଡର୍ମାଟାଇଟିସ୍‌ କ’ଣ? | What is Seborrheic Dermatitis? in Odia | Dandruff | Dr Ipsita Debata

Dr Ipsita Debata21 March 202614:351.3K views

About this video

ସେବୋରିକ୍‌ ଡର୍ମାଟାଇଟିସ୍‌ ହେଉଛି ଏକ ପ୍ରକାର ଚର୍ମ ରୋଗ। ଏଥିରେ ମୁଣ୍ଡରୁ ଧଳା ଧଳା ମୋଟା ରୁପି ସଦୃଶ ବାହାରିବା ସହ ତ୍ଵଚା କୁଣ୍ଡାଇ ହୁଏ ଏବଂ ନାଲି ପଡ଼ିଯାଏ। ଏହାର କାରଣ କ’ଣ? ଏହା ରୋକି ହେବ କି? ଆସନ୍ତୁ, ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଇପ୍‌ସିତା ଦେବତାଙ୍କଠାରୁ, ଏନେଇ ଅଧିକ ଜାଣିବା।