ପିରିୟଡ୍ସ ବେଳେ କ’ଣ ଖାଇବେ, କ’ଣ ନାହିଁ? | What Should You Eat During Periods? | Sushree Tapaswini Das
About this video
ଅଧିକାଂଶ ମହିଳା ପିରିୟଡ୍ସ ବା ଋତୁସ୍ରାବ ସମୟରେ ଖାଦ୍ୟପେୟ ସଠିକ୍ ଭାବେ କରନ୍ତି ନାହିଁ। ଏହି ସମୟରେ କେତେକ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଏହା ପିରିୟଡ୍ସରେ ଅସନ୍ତୁଳନ କରିଥାଏ। ତେବେ ପିରିୟଡ୍ସ ବେଳେ କ’ଣ ଖାଇବେ, କ’ଣ ନାହିଁ, ଆସନ୍ତୁ ଡାଏଟିସିଆନ୍ ସୁଶ୍ରୀ ତପସ୍ୱିନୀ ଦାସ କ’ଣ କହୁଛନ୍ତି, ଜାଣିବା। Many people have uncomfortable symptoms during menstruation. Most women do not eat properly during menstruation. Eating some unhealthy foods during this time can help in balancing your period. So let's find out what to eat and what not to eat during the period. Let's find out more from Sushree Tapaswini Das, a Dietician.