ପିଲାଙ୍କଠାରେ ଆପେଣ୍ଡିସାଇଟିସ୍ – କାରଣ ଓ ଚିକିତ୍ସା | Appendicitis in Children | Dr Debendra Kumar Sethi
About this video
ଆପେଣ୍ଡିକ୍ସରେ ସଂକ୍ରମଣ ହେଲେ ତାକୁ ଆପେଣ୍ଡିସାଇଟିସ୍ କୁହାଯାଏ। ଛୁଆମାନଙ୍କଠାରେ ମଧ୍ୟ ଆପେଣ୍ଡିସାଇଟିସ୍ ହୋଇପାରେ। ତେବେ ଆପେଣ୍ଡିସାଇଟିସ୍ ହେବାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦେବେନ୍ଦ୍ର କୁମାର ସେଠୀ, ଆସନ୍ତୁ ଜାଣିବା। Appendicitis in children occurs when the appendix is infected or inflamed. Severe pain on the right side of the abdomen and fever are common symptoms. What causes appendicitis in a child? How is appendicitis diagnosed and what are the ways to treat it in children? Let's know more from Dr Debendra Kumar Sethi, a Paediatrician.