ଡେରିରେ ପିରିୟଡ୍‌ସ ହେଉଛି କି? | Why your Periods are Late? in Odia |PCOS: Treatment| Dr Lipika Moharana

Dr Lipika Moharana9 March 202211:17941K views

About this video

ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ହେଉଛି ଏକ ହରମୋନ୍ ଜନିତ ସମସ୍ୟା। ଏହି ସମସ୍ୟା ଥିଲେ ମହିଳାଙ୍କର ଋତୁଚକ୍ରରେ ଅନିୟମିତତା ହୁଏ, ବହୁତ ଦିନ ବା ମାସ ମାସ ପର୍ଯ୍ୟନ୍ତ ଋତୁସ୍ରାବ ବନ୍ଦ ହୋଇଯାଏ କିମ୍ବା ମାସକରେ ଦୁଇ ଥର ଋତୁଚକ୍ର ହୋଇଥାଏ। ତେବେ ପିସିଓଏସର କାରଣ କ’ଣ? ଏହା ହେଲେ ମହିଳାଙ୍କଠାରେ କେଉଁ କେଉଁ ସମସ୍ୟା ହୋଇପାରେ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣା କ’ଣ କହୁଛନ୍ତି ଆସନ୍ତୁ ଜାଣିବା?