GERD - କ’ଣ? – କାରଣ, ଲକ୍ଷଣ, ଚିକିତ୍ସା | What is GERD (Acid Reflux) in Odia | Dr Gyanranjan Rout
About this video
GERD ବା ଗ୍ୟାଷ୍ଟ୍ରୋଇସୋଫେଗାଲ ରିଫ୍ଲକ୍ସ ଡିଜିଜ୍ରେ ପାକସ୍ଥଳୀରୁ ଏସିଡ୍ ଆସି ଖାଦ୍ୟନଳୀରେ ଜମା ହୁଏ। ଏହି ଏସିଡ୍ ଖାଦ୍ୟନଳୀର ଲାଇନିଂକୁ ନଷ୍ଟ କରିଥାଏ। ତେବେ ଏହା କାହିଁକି ହୁଏ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ଡାକ୍ତର ଜ୍ଞାନରଞ୍ଜନ ରାଉତ, ଆସନ୍ତୁ ଜାଣିବା।