ପାନ୍‌କ୍ରିଆଟାଇଟିସ୍‌: କାରଣ ଓ ଚିକିତ୍ସା | Pancreatitis in Odia | Treatment | Dr Ananta Kumar Agasti

Dr Ananta Kumar Agasti15 February 202513:389.1K views

About this video

ପାନ୍‌କ୍ରିଆଟାଇଟିସ୍‌ ରୋଗ ଅତ୍ୟଧିକ ମଦ୍ୟପାନ, ଚର୍ବିଯୁକ୍ତ ଖାଦ୍ୟ ଏବଂ ଗଲ୍‌ ବ୍ଲାଡରରେ ଷ୍ଟ୍ରୋନ୍‌ ହେବା ଯୋଗୁଁ ହୋଇପାରେ। ଏହା ଯୋଗୁଁ ପେଟରେ ଯନ୍ତ୍ରଣା, ବାନ୍ତି, ହଠାତ୍‌ ଓଜନ କମିଯିବା ଏବଂ ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇଥାଏ। ହେଲେ ଏହାର ଚିକିତ୍ସା ସମ୍ଭବ କି? ଏନେଇ ଆସନ୍ତୁ, ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଅନନ୍ତ କୁମାର ଅଗସ୍ତିଙ୍କଠାରୁ ଅଧିକ ଜାଣିବା।