ଫ୍ଲାଟ୍‌ ଫୁଟ୍‌ ସମସ୍ୟା: କେମିତି ହୁଏ ଚିକିତ୍ସା | Flat Foot in Odia | Dr Shakti Swaroop

Dr Shakti Swaroop1 June 202311:354.1K views

About this video

ପ୍ରତି ମଣିଷଙ୍କର ପାଦ ଭିନ୍ନ ଭିନ୍ନ। କାହାର ଛୋଟ, କାହାର ବଡ଼, କାହାର ଚଉଡ଼ା ବା କାହାର ପତଳା। ହେଲେ କେତେକ ଲୋକଙ୍କର ପାଦ ସିଧା ଫ୍ଳାଟ୍‌ ଥାଏ। ଫଳରେ ସେମାନଙ୍କୁ ଅନ୍ୟ ସମସ୍ୟା ହୋଇଥାଏ। ତେବେ ଫ୍ଲାଟ୍‌ ଫୁଟ୍‌ର ଚିକିତ୍ସା କେମିତି ହୁଏ? ଫିଜିଓଥେରାପି ଦ୍ୱାରା ଏହାକୁ ଠିକ୍‌ କରାଯାଇପାରି କି? ଆସନ୍ତୁ ବିଶିଷ୍ଟ ଅସ୍ଥିଶଲ୍ୟ ତଥା ପାଦ ଓ ଗୋଡ଼ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ୱରୂପଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।