ମଜଭୁତ ହାଡ଼ ପାଇଁ ଭିଟାମିନ୍ ଡି | Vitamin D for Strong Bones in Odia | Dr Chandan Kumar Panda
About this video
ମଜଭୁତ ହାଡ଼ ପାଇଁ କ୍ୟାଲସିୟମ ଏବଂ ଭିଟାମିନ୍-ଡି ଯୁକ୍ତ ଖାଦ୍ୟ ଖାଇବା ନିହାତି ଜରୁରୀ। ପ୍ରତିଦିନ ବ୍ୟାୟାମ, ଯୋଗ ଏବଂ ସୂର୍ଯ୍ୟକିରଣରୁ ଭିଟାମିନ୍-ଡି ନେବା ଦ୍ୱାରା ହାଡ଼ ଦୁର୍ବଳତା ବା ଅଷ୍ଟିଓପୋରୋସିସ୍କୁ ରୋକାଯାଇପାରିବ। ତା’ହେଲେ ହାଡ଼ ମଜଭୁତ ହେବ କେମିତି? ଆସନ୍ତୁ ଜାଣିବା। ମଜଭୁତ ହାଡ଼ ପାଇଁ ଭିଟାମିନ୍ ଡି Vitamin D is essential for maintaining healthy bones. It also plays many other important roles in the body, including regulating inflammation and immune function. How to keep your bones strong with Vitamin D? Let's learn more from Dr Chandan Kumar Panda, an Orthopaedic Surgeon. Importance of Vitamin D for Bone Health, in Odia