ଫିଟ୍ନେସ୍ ପାଇଁ ଡାଏଟ୍ | Fitness Diet Plan in Odia | Sushree Tapaswini Das
About this video
ଆଜିକାଲି ଫିଟ୍ ରହିବା ପାଇଁ ଲୋକେ ନାନା ଡାଏଟ୍ ଅନୁସରଣ କରୁଛନ୍ତି, ଫଳରେ ସେମାନଙ୍କର ମୋଟାପଣ ତ କମୁଛି, ହେଲେ ଶରୀରକୁ ଉପଯୁକ୍ତ ଭିଟାମିନ୍ ମିଳିପାରୁନାହିଁ। ତେଣୁ ଫିଟ୍ ଓ ଓଜନ କମାଇବା ପାଇଁ ସଠିକ୍ ଡାଏଟ୍ ନିହାତି ଜରୁରୀ। ଆସନ୍ତୁ ଡାଏଟିସିଆନ୍ ସୁଶ୍ରୀ ତପସ୍ୱିନୀଙ୍କଠାରୁ ଫିଟ୍ ରହିବା ପାଇଁ କେଉଁ କେଉଁ ଡାଏଟ୍ ଜରୁରୀ, ସେ ବିଷୟରେ ଜାଣିବା।