ଭାଇରାଲ ଜ୍ୱର ହୋଇଛି କି? | Viral Fever: Causes & Treatment, in Odia | Dr Samir Ranjan Jena

Dr Samir Ranjan Jena1 June 20248:131.8K views

About this video

ଯେକୌଣସି ୠତୁରେ ଭାଇରାଲ ଜ୍ୱର ହୋଇପାରେ। ଭାଇରାଲ ଜ୍ୱର ହେଲେ ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା ତଥା ଥକ୍କା ଲାଗିବା ଭଳି ଲକ୍ଷଣ ଦେଖାଦିଏ। ତେଣୁ ଡାକ୍ତରଙ୍କ ପରାମର୍ଶ କରି ସଠିକ ମେଡିସିନ୍‌ ଓ ଚିକିତ୍ସାରେ ରହିବା ଜରୁରୀ। ଭାଇରାଲ ଜ୍ୱରର ଚିକିତ୍ସା କ’ଣ? ଏହାକୁ ରୋକିବେ କିପରି? ଆସନ୍ତୁ ଭେଷଜ ବିଶେଷଜ୍ଞ ଡାକ୍ତର ସମୀର ରଞ୍ଜନ ଜେନା କ’ଣ କହୁଛନ୍ତି, ଜାଣିବା।