କାର୍ପେଲ ଟନଲ ସିଣ୍ଡ୍ରୋମ୍ କ’ଣ? | Carpal Tunnel Syndrome in Odia | Dr Rajendra Sahoo
About this video
କାର୍ପେଲ ଟନଲ ସିଣ୍ଡ୍ରୋମ୍ ହେଉଛି ଏକ ପ୍ରକାର ସ୍ନାୟୁ ଜନିତ ସମସ୍ୟା। ଏହା ଯୋଗୁଁ କଚୋଟି, ଆଙ୍ଗୁଠିରେ ଝିମ୍ ଝିମ୍ ହେବା, କାଲୁଆ ପଡ଼ିଯିବା ଭଳି ଲକ୍ଷଣ ଦେଖାଦିଏ। ଆସନ୍ତୁ ବିଶିଷ୍ଟ ଡାକ୍ତର ରାଜେନ୍ଦ୍ର ସାହୁଙ୍କଠାରୁ କାର୍ପେଲ ଟନଲ ସିଣ୍ଡ୍ରୋମ୍ର କାରଣ ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।