ସିକଲ ସେଲ୍ ରକ୍ତହୀନତା – କାହାକୁ ହେବାର ଆଶଙ୍କା ଅଧିକ । Dr Nalini Pati on Sickle cell anaemia in Odia

Dr Nalini Pati1 August 202119:3853K views

About this video

ସିକଲ ସେଲ୍ ରକ୍ତହୀନତା ରୋଗରେ ରକ୍ତ କଣିକାଗୁଡ଼ିକ ସିକଲ୍ ଅର୍ଥାତ୍ ଦା’ ଆକୃତିର ହୋଇଯାଏ। ଏହା ଏକ ବଂଶଗତ ରୋଗ। ତେବେ ସିକଲ୍‌ ସେଲ୍‌ ଆନିମିଆର କାରଣ କ’ଣ? ଏହାକୁ ରୋକି ହେବ କି? ଏନେଇ ବିଶିଷ୍ଟ ହେମାଟୋଲୋଜିଷ୍ଟ ପ୍ରଫେସର ଡାକ୍ତର ନଳିନୀ ପତି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।