ପିଲାଙ୍କର କିଡ୍ନି ଷ୍ଟୋନ୍: କାରଣ ଓ ଚିକିତ୍ସା |Kidney Stone in Children, in Odia| Dr Bijayalakshmi Jena
About this video
ଛୋଟ ପିଲାଙ୍କର ମଧ୍ୟ କିଡ୍ନି ଷ୍ଟୋନ୍ ହୋଇପାରେ। ଏଥିପାଇଁ ବାପାମା’ ଏବଂ ଅଭିଭାବକ ମାନେ ସଚେତନ ହେବା ଆବଶ୍ୟକ ଏବଂ କୌଣସି ପରିସ୍ରା ସମ୍ବନ୍ଧୀୟ ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ। ଆସନ୍ତୁ, ବିଶିଷ୍ଟ ଶିଶୁ ରୋଗ ଏବଂ କିଡ୍ନି ରୋଗ ବିଶେଷଜ୍ଞ ଡାକ୍ତର ବିଜୟଲକ୍ଷ୍ମୀ ଜେନାଙ୍କଠାରୁ ଜାଣିବା ଛୋଟ ପିଲାଙ୍କଠାରେ କିଡ୍ନି ଷ୍ଟୋନ୍ ହେବାର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ।