ଆସ୍ପରଜିଲୋସିସ୍‌ କ’ଣ? | What is Aspergillosis? in Odia | Symptoms & Treatment | Dr Bijaya Kumar Meher

Dr Bijaya Kumar Meher9 November 20238:261.5K views

About this video

ଆସ୍ପରଜିଲୋସିସ୍‌ ହେଉଛି ଏକ ପ୍ରକାର ସଂକ୍ରମଣ, ଯାହାକି ଫଙ୍ଗସ୍‌ ଯୋଗୁଁ ହୋଇଥାଏ ଏବଂ ଏହା ଶ୍ଵାସନଳୀକୁ ପ୍ରଭାବିତ କରିଥାଏ। ଆସନ୍ତୁ ବିଶିଷ୍ଟ ଫୁସ୍‌ଫୁସ୍‌ ରୋଗ ବିଶେଷଜ୍ଞ ଡାକ୍ତର ବିଜୟ କୁମାର ମେହେର କ’ଣ କହୁଛନ୍ତି, ଜାଣିବା।