ବ୍ରେନ୍ ଷ୍ଟ୍ରୋକ୍ ପରେ ଯତ୍ନ: କିପରି ନେବେ? | Post Stroke Management in Odia | Dr Maya Gantayet
About this video
ବ୍ରେନ୍ ଷ୍ଟ୍ରୋକ୍ ପରେ ବ୍ୟକ୍ତି ପକ୍ଷାଘାତର ଶୀକାର ହୋଇପାରେ। ବ୍ୟକ୍ତିପୂର୍ବ ଭଳି କାର୍ଯ୍ୟ କରିପାରେ ନାହିଁ, କଥା କହି ପାରେ ନାହିଁ, ଭାଷାର ଆଦାନ ପ୍ରଦାନ କରିପାରେ ନାହିଁ, ନିଜ କାମନିଜେ କରିପାରେ ନାହିଁ। ତେଣୁ ଷ୍ଟ୍ରୋକ୍ ପରବର୍ତ୍ତୀ ପରିଚାଳନାର ବିଶେଷ ଗୁରୁତ୍ୱ ରହିଛି। ବ୍ୟକ୍ତିଙ୍କ ସାମଗ୍ରିକ ସୁସ୍ଥତା ପାଇଁ ଏବଂ ପୂର୍ବ ଭଳି ନିଜ କାର୍ଯ୍ୟନିଜେ କରିବା ପାଇଁ ଜଣେ ଡାକ୍ତର, ଫିଜିଓଥେରାପିଷ୍ଟ, ସ୍ପିଚ୍ ଥେରାପିଷ୍ଟ, ଅକୁପେସ୍ନାଲ ଥେରାପିଷ୍ଟ, ମାନସିକରୋଗ ବିଶେଷଜ୍ଞ ତଥା ମନସ୍ତତ୍ୱବିତ୍ ଏବଂ ପରିବାରର ଭୂମିକା ଅଧିକ ରହୁଛି। ଆସନ୍ତୁ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ମାୟା ଗନ୍ତାୟତଙ୍କ ଠାରୁ ଜାଣିବା ବ୍ରେନ୍ ଷ୍ଟ୍ରୋକ୍ ପରେ ପୁନର୍ବାସର ଆବଶ୍ୟକତା ବିଷୟରେ।