ଅସହ୍ୟ କାନ୍ଧ ବିନ୍ଧା ହେଉଛି କି? | How to Relieve Shoulder Pain? in Odia | Dr Rajendra Sahoo

Dr Rajendra Sahoo11 May 202215:0241K views

About this video

ବୟସ୍କ ବ୍ୟକ୍ତି ହୁଅନ୍ତୁ ବା ଛୋଟ ପିଲା, ଆଜିକାଲି ସମସ୍ତଙ୍କର କାନ୍ଧ ଯନ୍ତ୍ରଣା ଭଳି ସମସ୍ୟା ଦେଖିବାକୁ ମିଳୁଛି। ସାଧାରଣତଃ ୩୦ରୁ ୫୦ ବର୍ଷ ବୟସ ମଧ୍ୟରେ କାନ୍ଧ ବିନ୍ଧା କିମ୍ବା ଫ୍ରୋଜନ୍‌ ସୋଲଡର ସମସ୍ୟା ଦେଖାଯାଏ। ତେବେ କାନ୍ଧ ଯନ୍ତ୍ରଣାରୁ କିପରି ପାଇବେ ମୁକ୍ତି ଆସନ୍ତୁ ଡାକ୍ତର ରାଜେନ୍ଦ୍ର ସାହୁଙ୍କଠାରୁ ଅଧିକ ଜାଣିବା।